କେରଳ
ତୃଟି: the {{Wikify}} template is deprecated and has been deemed by the community as too ambiguous; please do not use/transclude/substitute it. Instead, use a more specific template, such as those listed in this template's documentation.
କେରଳ
കേരളം | |
---|---|
ଦେଶ | ଭାରତ |
ସ୍ଥାପନ | ୧ ନଭେମ୍ବର ୧୯୫୬ |
ରାଜଧାନୀ | ଥିରୁଅନନ୍ତପୁରମ |
ବୃହତ୍ତମ ନଗର | ଥିରୁଅନନ୍ତପୁରମ |
ଜିଲ୍ଲା ସଂଖ୍ୟା | ୧୪ |
Government | |
• ରାଜ୍ୟପାଳ | ଏମ୍.ଓ.ଏଚ. ଫାରୁକ |
• ମୁଖ୍ୟମନ୍ତ୍ରୀ | ଓମେନ ଚଣ୍ଡି |
• ନ୍ୟାୟପାଳିକା | ଏକ ନ୍ୟାୟପାଳିକା (୧୪୧ ଆସନ) |
Area | |
• ସମୁଦାୟ | 38,863 km2 (15,005 sq mi) |
• Rank | ଷୋଡଶ (୧୬ଶ) |
Population (୨୦୧୧) | |
• Total | ୩୩୩୮୭୬୭୭ |
• Rank | ଦ୍ୱାଦଶ (୧୨ଶ) |
• Density | 860/km2 (2,200/sq mi) |
Time zone | UTC+୦୫:୩୦ (IST) |
ISO 3166 code | IN-KL |
HDI | ୦.୮୧୪ (ଅଧିକ) |
HDI କ୍ରମାଙ୍କ | ପ୍ରଥମ (୨୦୦୫) |
ସାକ୍ଷରତା | ୯୯% |
ସରକାରୀ ଭାଷା | ମାଲାୟାଲାମ |
Website | kerala.gov.in |
କେରଳ (ମାଲାୟଲମ: കേരളം, केरळम्) ଭାରତର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ । ଏହାର ରାଜଧାନୀ ତିରୁବନନ୍ତପୁରମ୍ (ଥିରୁଅନନ୍ତପୁରମ) । ମଲାୟଲମ୍ (മലയാളം, मलयाळम्) ଏହି ରାଜ୍ୟର ମୁଖ୍ୟ ଭାଷା । ଏହା ୧୯୫୬ ମସିହା ନଭେମ୍ବର ୧ ତାରିଖ ଦିନ ରାଜ୍ୟର ମନ୍ୟତା ପ୍ରାପ୍ତ କଲା । ଏଠାରେ ହିନ୍ଦୁ ଓ ମୁସଲମାନମାନଙ୍କ ବ୍ୟତୀତ ଖ୍ରୀଷ୍ଟିଆନମାନେ ମଧ୍ୟ ବହୁଳ ସଙ୍ଖ୍ୟାରେ ବସବାସ କରନ୍ତି । ଭାରତର ଦକ୍ଷଣ - ପଶ୍ଚିମ ସୀମାରେ ଆରବ ସାଗର ଓ ସହାଦ୍ରି ପର୍ବତ ଶୃଙ୍ଖଳାମାନଙ୍କ ମଧ୍ୟରେ ଏକ ଚିତାକର୍ଶକ ଭୂଭାଗ ଅବସ୍ଥିତ ଯାହାକୁ କେରଳ କୁହାଯାଏ ।
ଭୂଗୋଳ
[ସମ୍ପାଦନା]ଇତିହାସ
[ସମ୍ପାଦନା]ଭାଷା ଓ ସାହିତ୍ୟ
[ସମ୍ପାଦନା]ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]Kerala ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
- Kerala at Curlie
- Government
- Official entry portal of the Government of Kerala
- Department of Tourism, Government of Kerala Archived 2012-08-08 at the Wayback Machine.
- Directorate of Census Operations Archived 2006-10-07 at the Wayback Machine. of Kerala
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |