Jump to content

ପିତ୍ତକୋଷ କର୍କଟ

ଉଇକିପିଡ଼ିଆ‌ରୁ
Gallbladder cancer
ବିଭାଗGeneral surgery, oncology
ଲକ୍ଷଣNone, abdominal pain, yellowish skin, weight loss, vomiting[]
ଆକ୍ରାନ୍ତ ସମୟ>65 years old[]
କାରଣOften unknown[]
ବିପଦ କାରକInflammation of the gallbladder, salmonella typhi, isoniazid, radon, smoking, obesity, primary sclerosing cholangitis, inflammatory bowel disease[]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests, medical imaging, biopsy[]
ସଠିକ ରୋଗ ନିର୍ଣ୍ଣୟCholecystitis, bile duct tumors[]
ଚିକିତ୍ସାSurgery, chemotherapy, radiation therapy[]
PrognosisFive-year survival rate ~19% (US)[]
ପୁନଃପୌନିକ11,740 (2017 US)[]
ମୃତ୍ୟୁ ସାନ୍ଦ୍ରତା3,830 (2017 US)[]

ପିତ୍ତକୋଷ କର୍କଟ ହେଉଛି ଏକ ପ୍ରକାର କର୍କଟ ରୋଗ ଯାହା ପିତ୍ତକୋଷ ମଧ୍ୟରେ ଆରମ୍ଭ ହୁଏ | [] ଏହି ରୋଗ ଲକ୍ଷଣ ବିହୀନରୁ ଆରମ୍ଭ କରି ଡାହାଣ ପାର୍ଶ୍ୱରେ ଉଦର ଯନ୍ତ୍ରଣା, ହଳଦିଆ ଚର୍ମ, ଓଜନ ହ୍ରାସ ଏବଂ ବାନ୍ତି ପର୍ଯ୍ୟନ୍ତ ହୋଇପାରେ | [] ରୋଗ ଜଟିଳ ହେଲେ ଯକୃତ ପରି ଅନ୍ୟାନ୍ୟ ଅଙ୍ଗମାନଙ୍କୁ ବିସ୍ତାରିତ ହୋଇପାରେ | []

ଏହାର କାରଣ ଜଣା ପଡ଼ିନାହିଁ | [] ସଙ୍କଟ କାରକ ମଧ୍ୟରେ ପିତ୍ତାସ୍ନରୀ, ପିତ୍ତକୋଷ ପଲିପ, ଏବଂ ଜନ୍ମଗତ ବିଲିଆରି ସିଷ୍ଟ ହୋଇପାରେ କାରଣ ଏଗୁଡ଼ିକଦ୍ୱାରା ପ୍ରଦାହ ହୁଏ ।[] ଅନ୍ୟାନ୍ୟ ସଙ୍କଟ କାରକମାନଙ୍କ ନାମ ସାଲମାନେଲା ଟାଇଫି, ଆଇସୋନିଆଜିଡ, ର‍୍ୟାଡ଼ନ, ଧୂମପାନ, ମେଦବହୁଳତା, ପ୍ରାଥମିକ ସ୍କ୍ଲେରୋଜିଂ କୋଲାଙ୍ଗାଇଟିସ୍ ଏବଂ ପ୍ରଦାହ ଜନିତ ଖାଦ୍ୟନଳୀ ରୋଗ ଭଳି ଦୀର୍ଘକାଳୀନ ସଂକ୍ରମଣ ଅନ୍ତର୍ଭୁକ୍ତ ।[] ରକ୍ତ ପରୀକ୍ଷା, ମେଡିକାଲ ଇମେଜିଙ୍ଗ ଓ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ ।[]

ପ୍ରାରମ୍ଭିକ ପର୍ଯ୍ୟାୟରେ ଅସ୍ତ୍ରୋପଚାରଦ୍ୱାରା ଏହି ରୋଗ ଆରୋଗ୍ୟ ହୋଇପାରେ | [] କେତେକ କ୍ଷେତ୍ରରେ କେମୋଥେରାପି ବା ବିକିରଣ ଥେରାପି ବ୍ୟବହୃତ ହୋଇପାରେ | [] ଯୁକ୍ତରାଷ୍ଟରେ ଏହାର ପାଞ୍ଚ ବର୍ଷ ଆୟୁଷ ହାର ପ୍ରାୟ ୧୯% ଯଦିଓ ଏହା ପ୍ରାରମ୍ଭିକ ରୋଗରେ ଏହା ୬୨% ଓ ଶରୀରର ଦୂର ସ୍ଥାନକୁ ଏହି କର୍କଟ ବ୍ୟାପିଥିଲେ ୨% ହୋଇପାରେ ।[]

ପିତ୍ତକୋଷ କର୍କଟ ଏକ ଅପେକ୍ଷାକୃତ ଅସାଧାରଣ ରୋଗ, ଯୁକ୍ତରାଷ୍ଟ୍ରରେ ପ୍ରତିବର୍ଷ 100,000 ଲୋକରେ ୨ରୁ କମ୍ ନୂଆ ରୋଗ ହୁଏ।[] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି | [] ପ୍ରାୟ ୬୫ ବର୍ଷ ବୟସ ପରେ ସାଧାରଣତଃ ଏହି ରୋଗ ହୁଏ ।[] ସାଧାରଣତଃ ଏହା ଦକ୍ଷିଣ ଆମେରିକା, ଭାରତ, ପାକିସ୍ତାନ, ଜାପାନ, ଏବଂ ଦକ୍ଷିଣ କୋରିଆରେ ହୁଏ ଓ ଚିଲିରେ ପ୍ରତି ୧୦୦,୦୦୦ ଲୋକରେ ୧୦ ଜଣ ହାରରେ ହୁଏ ।[][] ସ୍ଥାନୀୟ ଆମେରିକାବାସୀଙ୍କ ସମେତ କେତେକ ଜାତିରେ ବାରମ୍ବାର ହୁଏ | [] ଏହାକୁ ପ୍ରଥମେ ୧୭୭୭ ମସିହାରେ ମ୍ୟାକ୍ସିମିଲିଆନ୍ ଡି ଷ୍ଟୋଲ୍ ବର୍ଣ୍ଣନା କରିଥିଲେ | []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Recio-Boiles, A; Kashyap, S; Babiker, HM (January 2020). "Gallbladder Cancer". PMID 28723031. {{cite journal}}: Cite journal requires |journal= (help)
  2. ୨.୦ ୨.୧ "Risk Factors for Gallbladder Cancer". www.cancer.org (in ଇଂରାଜୀ). Retrieved 16 February 2021.
  3. ୩.୦ ୩.୧ Hoppe, Richard; Phillips, Theodore L.; Roach, Mack (2010). Leibel and Phillips Textbook of Radiation Oncology - E-Book: Expert Consult (in ଇଂରାଜୀ). Elsevier Health Sciences. p. 829. ISBN 978-1-4377-3775-2.
  4. "Gallbladder Cancer Treatment (PDQ®)–Patient Version - National Cancer Institute". www.cancer.gov (in ଇଂରାଜୀ). 24 March 2004. Retrieved 16 February 2021.
  5. ୫.୦ ୫.୧ "Gallbladder Cancer - Statistics". Cancer.Net (in ଇଂରାଜୀ). 25 June 2012. Retrieved 16 February 2021.
  6. ୬.୦ ୬.୧ ୬.୨ ୬.୩ ଆଧାର ଭୁଲ: ଅଚଳ <ref> ଚିହ୍ନ; NCI2021Pt ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. "CDC - Gallbladder Cancer Incidence and Death Rates". www.cdc.gov (in ଆମେରିକୀୟ ଇଂରାଜୀ). 2018-09-27. Retrieved 2018-12-10.
  8. Barreto, Savio George; Windsor, John A. (2018). Surgical Diseases of the Pancreas and Biliary Tree (in ଇଂରାଜୀ). Springer. p. 392. ISBN 978-981-10-8755-4.
  9. Barreto, Savio George; Windsor, John A. (2018). Surgical Diseases of the Pancreas and Biliary Tree (in ଇଂରାଜୀ). Springer. p. 392. ISBN 978-981-10-8755-4.
pFad - Phonifier reborn

Pfad - The Proxy pFad of © 2024 Garber Painting. All rights reserved.

Note: This service is not intended for secure transactions such as banking, social media, email, or purchasing. Use at your own risk. We assume no liability whatsoever for broken pages.


Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy