Jump to content

ବିରଳା ଭବନ

ଉଇକିପିଡ଼ିଆ‌ରୁ

ବିରଳା ଭବନ ବା ବିରଳା ଘର ଜାଗାଟି ଦିଲ୍ଲୀରେ ତିସ୍ ଜାନୁଆରୀ ରୋଡ଼ଠାରେ ଅବସ୍ଥିତ । ମହାତ୍ମାଗାନ୍ଧୀ ଏଠାରେ ଥିବା ଅତିଥି ଗୃହରେ ର‌ହୁଥିଲେ । ବର୍ତ୍ତମାନ ଏହି ଜାଗାକୁ ଗାନ୍ଧି ସ୍ମୃତି କୁହାଯାଉଛି । ଗାନ୍ଧି ସ୍ମୃତି ଗୋଟିଏ ସଂଗ୍ରହାଳୟ ଯାହା ମହାତ୍ମାଗାନ୍ଧୀଙ୍କୁ ସମର୍ପିତ କରାଯାଇଛି । 2005ରେ ଏହି ସ୍ମୃତିପୀଠରେ "Eternal Gandhi Multimedia Museum" ପ୍ରତିଷ୍ଠା କରାଯାଇଛି ।[][] ଏଠାରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ନାଥୁରାମ ଗଡ଼ସେଙ୍କ ଗୁଳିରେ ହୋଇଥିଲା ।

  1. "ଆର୍କାଇଭ୍ କପି". Archived from the original on 2019-03-03. Retrieved 2018-07-28. {{cite web}}: Cite has empty unknown parameter: |1= (help)
  2. "Gandhi Smriti & Darshan Samiti". gandhiworld.in. Retrieved 28 July 2018.
pFad - Phonifier reborn

Pfad - The Proxy pFad of © 2024 Garber Painting. All rights reserved.

Note: This service is not intended for secure transactions such as banking, social media, email, or purchasing. Use at your own risk. We assume no liability whatsoever for broken pages.


Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy